ହରାବଳ Harābaḻa

  • ବୈଦେ. ବି (ତୁର୍କୀ ହରାବଲ) — ସେନାଦଳର ଅଗ୍ର— ବର୍ତ୍ତୀ ଦଳ — The advance guard of an army
  • ବୈଦେ. ବି (ତୁର୍କୀ ହରାବଲ) — ଠଗ ବା ଡକାଇତମାନଙ୍କ ନେତା ବା ସରଦାର — The leader of a gang of Thugs or dacoits