ହରାଣ Harāṇa

  • ଦେ. ବି (ସଂ. ହୃ ଧାତୁରୁ ହରଣ) ହରଣ (ଦେଖ) — Haraṇa (See)
  • ଦେ. ବି (ସଂ. ହୃ ଧାତୁରୁ ହରଣ) ହଜାଇବା; ହରାଇବା; ଚ୍ୟୁତ ହେବା; ବିବର୍ଜିତ ହେବା — Losing; being bereft of
  • ଦେ. ବି (ସଂ. ହୃ ଧାତୁରୁ ହରଣ) (ଗଣିତ) ଭାଗ କରଣ — (Mathmaties) Division
  • ଦେ. ବି (ସଂ. ହୃ ଧାତୁରୁ ହରଣ) ହରାଇବା; ପରାଜୟକରଣ — Defeating