ହମ୍ବା Hambā

  • ସଂ. ବି (ସଂ. ଧ୍ୱନ୍ୟନୁକାରୀ ଶବ୍ଦ) — ଗୋରୁଙ୍କ ରାବ — Lowing of kine
  • ପ୍ରାଦେ [ସମ୍ବଲପୁର] ବି ଓ ବିଣ — ମୁହଁ ମାଡ଼ିହୋଇ ପଡ଼ିଥିବା — Lying with the face to the ground
  • ପ୍ରାଦେ [ସମ୍ବଲପୁର] ବି ଓ ବିଣ — [ଉ—ସେ ହମ୍ବା ହୋଇ ପଡ଼ିଛି।]