ହବ୍ୟ Habya

  • ସଂ. ବି. (ହୁ ଧାତୁ+କରଣ ଯ) — ହବନୀୟ ଦ୍ରବ୍ୟ — Materials for performing Homa
  • ସଂ. ବି. (ହୁ ଧାତୁ+କରଣ ଯ) — ଘୃତ — Ghee
  • ସଂ. ବି. (ହୁ ଧାତୁ+କରଣ ଯ) — (+ ଭାବ ଯ) ହୋମ — Offering of ghee unto fire in the name of certain Deities
  • ସଂ. ବି. (ହୁ ଧାତୁ+କରଣ ଯ) — ଚରୁ — Offering of sweet to fire
  • ସଂ. ବି. (ହୁ ଧାତୁ+କରଣ ଯ) — ଦୈବାନ୍ନ — Food offered to deities
  • ସଂ. ବି. (ହୁ ଧାତୁ+କରଣ ଯ) — (+ କର୍ତ୍ତୃ ଯ) ଶାକଦ୍ୱୀପାଧିପତି — The king of Sākadwipa
  • ବିଣ — (+ କର୍ମ ଯ) ହବନୀୟ; ହୋମଯୋଗ୍ୟ — Fit to be offered unto fire
  • ବିଣ — ଯଜ୍ଞୀୟ — Relating to or required for a vedic sacrifice