ହପ୍ତମ Haptam

  • ବୈଦେ. ବିଣ (କଚିରିଆ) (ଆ. ହପ୍ତନ୍ ତୁଳନା କର ସଂ. ସପ୍ତନ୍) — ସପ୍ତମ — Seventh
  • ବି — ସପ୍ତମ ଶ୍ରେଣୀର ନିକୃଷ୍ଟ ଜମି — A land of the 7th class in productiveness