ହନ୍ୟମାନ Hanyamana

  • ସଂ. ବିଣ. ପୁଂ [ହନ୍ ଧାତୁ+କର୍ମ (ଶାନ) ଆନ] — ଯାହାକୁ ହଣା ଯାଉଅଛି — One who is being cut
  • ସଂ. ବିଣ. ପୁଂ [ହନ୍ ଧାତୁ+କର୍ମ (ଶାନ) ଆନ] — ଯାହାକୁ ବଧ କରା ଯାଉଅଛି — Being slain