ହନ୍ତା Hanta
- ସଂ. ବିଣ. ପୁଂ (ହନ ଧାତୁ+କର୍ତ୍ତୃତୃ; ହନ୍ତୃ ଶବ୍ଦର 1 ମା. 1 ବ) — ଘାତକ — Murderous
- ସଂ. ବିଣ. ପୁଂ (ହନ ଧାତୁ+କର୍ତ୍ତୃତୃ; ହନ୍ତୃ ଶବ୍ଦର 1 ମା. 1 ବ) — (ଏ ଶବ୍ଦ ଅନ୍ଯ ଶବ୍ଦ ସଙ୍ଗରେ ସମାସରେ ମଧ୍ୟ ବ୍ଯବହୃତ ହୁଏ ଯଥା, ପିତୃହନ୍ତା, ନରହନ୍ତା)
- ସଂ. ବି. ପୁଂ. — ଘାତକ ବ୍ଯକ୍ତି — Murderer
- ପ୍ରାଦେ. (ଆଠମଲ୍ଲିକ) ସର୍ବନାମ — ଅମୁକ — Sucior such a person
- ପ୍ରାଦେ. (ଆଠମଲ୍ଲିକ) ସର୍ବନାମ — [ଉ—ହନ୍ତାର ବୁଆ; ହନ୍ତାର ମାଆ]
- ପ୍ରାଦେ. (ଆଠମଲ୍ଲିକ) ସର୍ବନାମ — ନିରର୍ଥକ ବାକ୍ୟାଳଙ୍କାର ବିଶେଷ — Unmeaning expression used in a sentence
- ପ୍ରାଦେ. (ବଲାଙ୍ଗିର ପାଟଣା) ସର୍ବନାମ ଅନାଦାରାର୍ଥକ) ସେଇଟା — That (in contempt)