ହନାଫୀ Hanāphī

  • ବୈଦେ. ବି (ଆ. ହନାଫୀ) — ସୁନ୍ନୀ ସମ୍ପ୍ରଦାୟଭୁକ୍ତ ମୁସଲ— ମାନଙ୍କର 4 ଟି ଶାଖା ମଧ୍ୟରୁ ଏକତମ — ସୁନ୍ନୀ ସମ୍ପ୍ରଦାୟଭୁକ୍ତ ମୁସଲ— ମାନଙ୍କର4ଟି ଶାଖା ମଧ୍ୟରୁ ଏକତମ—One of the four subsects of the Sunni Mahomedans
  • ବୈଦେ. ବି (ଆ. ହନାଫୀ) — [ଦ୍ର—ଇମାମ୍ ଅବୁହନିଫା ନାମକ ଧର୍ମଗୁରୁଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇ ତାଙ୍କ ନାମରୁ ଏହି ନାମ ହୋଇଅଛି। ଭାରତର ସୁନ୍ନୀ ମୁସଲମାନ୍ମାନେ ଅଧିକାଂଶ ଏହି ଶାଖାଭୂକ୍ତ। ଅନ୍ଯ 3 ଟି ଶାଖା ହନ୍ବଲି, ସାଫେଇ ଓ ମାଲିକୀ।] — [ଦ୍ର—ଇମାମ୍ ଅବୁହନିଫା ନାମକ ଧର୍ମଗୁରୁଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇ ତାଙ୍କ ନାମରୁ ଏହି ନାମ ହୋଇଅଛି ଭାରତର ସୁନ୍ନୀ ମୁସଲମାନ୍ମାନେ ଅଧିକାଂଶ ଏହି ଶାଖାଭୂକ୍ତ ଅନ୍ଯ3ଟି ଶାଖା ହନ୍ବଲି, ସାଫେଇ ଓ ମାଲିକୀ]