ହତ୍ଶା Hat-ṡā

  • ଦେ. ବି (ସହଚର)—(ସଂ. ହସ୍ତରୁ) — ଟେବୁଲ ଆଦିର ଦରାଜକୁ ହାତଦ୍ୱାରା ଟାଣିବା ଓ ବାକସ୍କୁ ହାତରେ ଉଠାଇବା ପାଇଁ ଲାଗିଥିବା କଡ଼ା — Handle; a ring attached to drawyers of table etc to draw them in and out