ହତ୍ନୁ Hatnu

  • ସଂ. ବି (ହନ୍ ଧାତୁ+କର୍ତ୍ତୃ ତ୍ନ) — ବ୍ୟାଧି (ଉଣାଦିକୋଷ) — Disease; sickness
  • ସଂ. ବି (ହନ୍ ଧାତୁ+କର୍ତ୍ତୃ ତ୍ନ) — (+କରଣ ତ୍ନୁ) ଅସ୍ତ୍ରଶସ୍ତ୍ର—(ଉଣାଦିକୋଷ) — Weapon