ହତକ Hataka

  • ସଂ. ବିଣ. ପୁଂ (ହତ+କ) — ନଷ୍ଟପ୍ରାୟ — About to be destroyed; all but ruined
  • ସଂ. ବିଣ. ପୁଂ (ହତ+କ) — ଭୀରୁ; କାପୁରୁଷ — Coward; timid
  • ସଂ. ବିଣ. ପୁଂ (ହତ+କ) — ନୀଚ — Low; mean
  • ସଂ. ବିଣ. ପୁଂ (ହତ+କ) — ହତଭାଗ୍ୟ — Unfortunate
  • ସଂ. ବିଣ. ପୁଂ (ହତ+କ) — ଦୁର୍ଦ୍ଦଶାଗ୍ରସ୍ତ — Miserable. (M.W.)
  • ସଂ. ବିଣ. ପୁଂ (ହତ+କ) — ମୃତ — Dead
  • ବି — ନୀଚଲୋକ (ଶବ୍ଦକଳ୍ପଦ୍ରୁମ) — A low or mean person
  • ବି — ଭୀରୁ ବ୍ଯକ୍ତି — A coward (Apte)
  • ପ୍ରାଦେ (ଖଡ଼ିଆଳ) ବି — ଅପମାନ — Insult