ହଣ୍ଡା Haṇḍā

  • ସଂ.ଅ — ହାଁଲେ! ହଇଲୋ! (ନାଟ୍ୟୋକ୍ତିରେ ଦାସୀକୁ ସମ୍ବୋଧନରେ ବ୍ଯବହୃତ) — Interjection used in addressing a maid servant
  • ସଂ.ଅ — [ଦ୍ର— ନୀଚ ଶ୍ରେଣୀର ସ୍ତ୍ରୀମାନେ ପରସ୍ପରଙ୍କୁ ଏପରି ମଧ୍ୟ ସମ୍ବୋଧନ କରନ୍ତି — Apte.]
  • ସଂ. ବି — (ହଣ୍ଡ ଧାତୁ+ ଅ+ଆ) ବଡ଼ ମାଟି ହାଣ୍ଡି — Large earthen cooking vessel (Apte)
  • ଦେ. ବି — ଧାତୁ ନିର୍ମିତ ବଡ଼ ହାଣ୍ଡି — Big metal cooking pot (Apte)
  • ଦେ. ବି — [ଦ୍ର—ଯେଉଁ ଧାତୁରେ ବା ପଦାର୍ଥରେ ହଣ୍ଡା ତିଆରି ହୋଇଥାଏ, ସେହି ନାମ ପରେ ଏ ଶବ୍ଦ ବସେ। ଯଥା—ପିତ୍ତଳ ହଣ୍ଡା, କାଚ, ହଣ୍ଡା ଇତ୍ୟାଦି।]
  • ଦେ. ବି — (ମହମବତୀ ଜଳିବା ପାଇଁ) କାଚର ହାଣ୍ଡି — Big glass globes used as lamps
  • ଦେ. ବି — (ଲକ୍ଷଣାର୍ଥ) ପେଟ — (figurative) Belly
  • ପ୍ରାଦେ. (ଗଞ୍ଜାମ) — (ଲକ୍ଷଣାର୍ଥ) ଗୁଣ୍ଡିଆ; ଧୈର୍ଯ୍ୟ — (figurative) Patience.)