ହଣାମରା Haṇāmarā

  • ଦେ. ବି (ସହଚର) — ହାଣମାର; ଶସ୍ତ୍ରାଦିଦ୍ୱାରା ହାଣିମାରି ପକାଇବା — Killing by cutting
  • ଦେ. ବି (ସହଚର) — ହାଣିବା ଓ ଆଘାତ କରିବା — Cutting and striking
  • ଦେ. ବି (ସହଚର) — ପଡ଼ିଆ ଜମିକୁ କୋଡ଼ି କାଙ୍କଆଦି ଦ୍ୱାରା ହାଣିବା ଓ ତାକୁ ସମତୁଲ କରିବା — Act of reclaiming land by cutting with spade and levelling
  • ଦେ. ବି (ସହଚର) — ପତିତ ଜମିକୁ ଆବାଦ କରିବା — Reclamation of waste land