ହଠେ Haṭhe

  • ଦେ. କ୍ରି. ବିଣ (ସଂ. ହଠାତ୍; ହଠେନ) — ବଳପୂର୍ବକ; ବଳାତ୍କାର କରି — By force
  • ଦେ. କ୍ରି. ବିଣ (ସଂ. ହଠାତ୍; ହଠେନ) — [ଉ— ହଠେ ଲୁଟିକରି ଶ୍ରୀ କୋଠ ଭଣ୍ଡାର—ରାଧାନାଥ ଚିଲିକା।]