ହଠକାରୀ Haṭhakārī

  • ସଂ. ବିଣ ପୁଂ—(ହଠ+କୃ ଧାତୁ+କର୍ତ୍ତୃ. ଈନ୍=ହଠ କାରିନ୍ ଶବ୍ଦ; 1 ମା. 1 ବ) — ଅବିମୃଷ୍ୟକାରୀ; ଅବିବେଚକ — Rash
  • ସଂ. ବିଣ ପୁଂ—(ହଠ+କୃ ଧାତୁ+କର୍ତ୍ତୃ. ଈନ୍=ହଠ କାରିନ୍ ଶବ୍ଦ; 1 ମା. 1 ବ) — ଗୁଆଁର — Headstrong
  • ସଂ. ବିଣ ପୁଂ—(ହଠ+କୃ ଧାତୁ+କର୍ତ୍ତୃ. ଈନ୍=ହଠ କାରିନ୍ ଶବ୍ଦ; 1 ମା. 1 ବ) — ଅଶିଷ୍ଟ; 3 ଅଭଦ୍ର — ଅଶିଷ୍ଟ;ଅଭଦ୍ର— . uncivil
  • ସଂ. ବିଣ ପୁଂ—(ହଠ+କୃ ଧାତୁ+କର୍ତ୍ତୃ. ଈନ୍=ହଠ କାରିନ୍ ଶବ୍ଦ; 1 ମା. 1 ବ) — ବଳ ପ୍ରକାଶକାରୀ — Using force or violence
  • ସଂ. ବିଣ ପୁଂ—(ହଠ+କୃ ଧାତୁ+କର୍ତ୍ତୃ. ଈନ୍=ହଠ କାରିନ୍ ଶବ୍ଦ; 1 ମା. 1 ବ) — ଅନ୍ଯାୟକାରୀ — Doing wrong; wrong-doing
  • ସଂ. ବିଣ ପୁଂ—(ହଠ+କୃ ଧାତୁ+କର୍ତ୍ତୃ. ଈନ୍=ହଠ କାରିନ୍ ଶବ୍ଦ; 1 ମା. 1 ବ) — ଅତ୍ୟାଚାରୀ — Oppressive