ହଟୀ Haṭī

  • ପ୍ରାଦେ. (ଖଡ଼ିଆଳ) ବିଣ. (ତୁଳନାକର—ହିନ୍ଦୀ. ହଠୀ) — ଯେ ହଟ କରେ; ହଟିଆ — Importunate, pertinacious
  • ପ୍ରାଦେ. (ଖଡ଼ିଆଳ) ବିଣ. (ତୁଳନାକର—ହିନ୍ଦୀ. ହଠୀ) — ଜିଦିବାନ୍ — Obstinate