ହଟନଟ Haṭa naṭa

  • ଦେ. ବି (ସଂ. ହଠ ଓ ନାଟ୍ୟ) — ହଟ; କୌତୁକ; ହୁନ୍ଦର; ଥଟ୍ଟା; ତାମସା — Fun; Sport
  • ଦେ. ବି (ସଂ. ହଠ ଓ ନାଟ୍ୟ) — [ଉ— ନଟ ନାଗରବର ବାଟରେ ହଟ ନାଟ ତୁ କରନାଁ ରେ— ସଙ୍ଗୀତ।]