ହଞ୍ଜେ Hanje

  • ସଂ. ବି (ନାଟ୍ୟୋକ୍ତି) — (ଚେଟୀ ସମ୍ବୋଧନ; ଦାସୀ ପ୍ରତି ସ୍ତ୍ରୀଲୋକଙ୍କର ସମ୍ବୋଧନ); ହଇଲୋ! ହାଁଲୋ! — Interjection used by a mistress while addressing her maid servant
  • ସଂ. ବି (ନାଟ୍ୟୋକ୍ତି) — [ଦ୍ର— ଏ ଶବ୍ଦର ବ୍ଯବହାର ଓଡ଼ିଆରେ ନାହିଁ।)