ହଜୁରି Hajuri

  • ଦେ. ବି — ରାଜପ୍ରଦତ୍ତ ଉପାଧି ବିଶେଷ — A title given by kings
  • ବିଣ. — ହଜୁର ସମ୍ବନ୍ଧୀୟ — Relating to Hajur
  • ବିଣ. — ସ୍ୱୟଂ ରାଜାଙ୍କ ପାଖରେ କାର୍ଯ୍ୟ କରୁଥିବା (ଭୃତ୍ୟ ବା କିରାଣି) — Personal (clerk and servant)