ହଜାର୍ Hajār

  • ବୈଦେ. (ଫା) ବି—(ସଂଖ୍ୟାବାଚକ) — ସହସ୍ର (ସଂଖ୍ୟା) — Thousand (number)
  • ବୈଦେ. (ଫା) ବି—(ସଂଖ୍ୟାବାଚକ) — ଅସଂଖ୍ୟବସ୍ତୁ — Innumerable things
  • ବିଣ. ସହସ୍ର ସଂଖ୍ୟକ — Numbering a thousand
  • ବିଣ. ବହୁ — Many
  • ବିଣ. ଅସଂଖ୍ୟ — Countless
  • ବିଣ. (ଉ—ହଜାର ହଜାର ଯାର, ପ୍ରଣୟବତୀ, ବଜାର— କବିସୂର୍ଯ୍ୟ, ସଙ୍ଗୀତ।)
  • ବିଣ. [ଦ୍ର—ସଂସ୍କୃତ ଭାଷାରେ, ଓଡ଼ିଆ ଭାଷାରେ ଓ ଅନ୍ଯ ଭାଷାରେ ମଧ୍ୟ ବହୁବଚନ ବା ଅସଂଖ୍ୟ ବସ୍ତୁକୁ ବୁଝାଇବା ପାଇଁ 'ଶହ', 'ହଜାର', ' ଲକ୍ଷ', 'କୋଟି', 'ବୃନ୍ଦ', 'ଖର୍ବ' ଆଦି ଶବ୍ଦ ବ୍ଯବହୃତ ହୁଏ।]
  • ଦେ. କ୍ରି. ବିଣ — ବହୁବାର; ଅସଂଖ୍ୟ ଥର — Many times; times out of number
  • ଦେ. କ୍ରି. ବିଣ — (ଯଥା—ତାକୁ ହଜାର କହିଲେ ବି ସେ କେଭେଁ ମୋର ହେବ ନାହିଁ।)