ହଜାରେ Hajāre
- ଦେ. ବି — ଏକ ସହସ୍ର ସଂଖ୍ୟା — One thousand
- ବିଣ — ଏକ ସହସ୍ର ସଂଖ୍ୟକ — Numbering one thousand
- ବିଣ — ବହୁତ; ବହୁସଂଖ୍ୟକ — Many
- ବିଣ — ଅସଂଖ୍ୟ — Countless
- ବିଣ — [ଉ—ଏ ରସିକକୁ ବଜାରେ; ପ୍ରୀତି ମିଳଇ ହଜାରେ; ସୀତା ପ୍ରୀତି ଯୋଗୁ ରାମ କଲେ ସେତୁ ବନ୍ଧନ—ସଙ୍ଗୀତ।]
- କ୍ରି. ବିଣ — ବହୁପ୍ରକାରେ; ନାନା ପ୍ରକାରେ — In many ways
- କ୍ରି. ବିଣ — ଅସଂଖ୍ୟ ଥର — countless times; times out of number
- କ୍ରି. ବିଣ — [ଯଥା—ତାକୁ ହଜାରେ କହିଲେ ସେ ମୋ କଥା ମାନିବ ନାହିଁ।]