ହଜାଇବା Hajāibā

  • ଦେ. କ୍ରି—(ସଂ. ହୃ ଧାତୁ) — ହଜିବା କ୍ରିୟାର ଣିଜନ୍ତ — Causative form of Haj̄iba
  • ଦେ. କ୍ରି—(ସଂ. ହୃ ଧାତୁ) — ହଜିବାର ବା ନଷ୍ଟ ହେବାର ଉପାୟ କରିବା; ନଷ୍ଟ କରିବା — To destroy
  • ଦେ. କ୍ରି—(ସଂ. ହୃ ଧାତୁ) — [ଉ— ହଜାଇ ଦିଅଇ ବିବେକ ଯାକ— କବିସୂର୍ଯ୍ୟ, କବିତା।]
  • ଦେ. କ୍ରି—(ସଂ. ହୃ ଧାତୁ) — କୌଣସି ବସ୍ତୁକୁ ହରାଇବା — To lose any thing
  • ଦେ. କ୍ରି—(ସଂ. ହୃ ଧାତୁ) — [ଉ—ରୁଚକରୁଚିର କୁଚକଳସକୁ ଚାହିଁ ହଜାଇବେ ଯତି ମତିକି— କବିସୂର୍ଯ୍ୟ, ସଙ୍ଗୀତ।]
  • ଦେ. କ୍ରି—(ସଂ. ହୃ ଧାତୁ) — କୌଣସି ବ୍ଯକ୍ତିକୁ ଆପଣା ସଙ୍ଗରୁ ହରାଇବା — To lose the company or association of a person
  • ଦେ. କ୍ରି—(ସଂ. ହୃ ଧାତୁ) — [ଉ—ମୋ ଜୀବନ କାହିଁ ହଜାଇଲି, ଖୋଜି ଆଣିଦିଅ ଆଳି ବୋଲି—କବିସୂର୍ଯ୍ୟ, ସଙ୍ଗୀତ।]