ହଗୁଡ଼ା Haguṟḍ̠ā
- ଦେ. ବି. ପୁଂ — ଅପର୍ତ୍ତିଆଣୀଙ୍କୁ ଦିଆଯିବା ନାମ — A name given to a child whose elder has died before its birth
- ଦେ. ବି. ପୁଂ — ଚିର ଅତିସାର ରୋଗୀ — A person Suffering from Chronic dysentery
- ବିଣ — ଯେ ପୁନଃ ପୁନଃ ମଳତ୍ୟାଗ କରେ; ଯେ ଅନେକଥର ଝାଡ଼ା ଫେରେ — Passing Stool several times; passing stool frequently
- ବିଣ — ଯେ ହଗେ ବା ହଗିଥାଏ — Passing or having passed stool
- ବିଣ — ଯାହାର ବାରମ୍ବାର ହଗିବାର ଅଭ୍ୟାସ — Habitually passing Stool
- ବିଣ — (ଲକ୍ଷଣାର୍ଥ) ଛେରୁଆ; ଅତିଭୟାଳୁ — (figurative) Coward; timid