ହଗିବା Hagibā

  • ଦେ. କ୍ରି (ସଂ. ହଦ୍ଧାତୁ, ପ୍ରା—ହଗ୍ଧାତୁ= ବିଷ୍ଠା ତ୍ୟାଗ କରିବା) — ଝାଡ଼ା ଫେରିବା; ମଳୋତ୍ସର୍ଗ କରିବା — To pass stool; to relieve one's bowels; to defecate
  • ଦେ. କ୍ରି (ସଂ. ହଦ୍ଧାତୁ, ପ୍ରା—ହଗ୍ଧାତୁ= ବିଷ୍ଠା ତ୍ୟାଗ କରିବା) — [ଦ୍ର— ଏ ଶବ୍ଦ ଇତର ଲୋକଙ୍କ ବ୍ଯବହୃତ, ଭଦ୍ରସମାଜର କଥୋପ— କଥନରେ ହଗିବା ନ କହି ଝାଡ଼ା ଫେରିବା, ପୋଖରି— ଯିବା, ବହିର୍ଦେଶ ଯିବା, ବହିର୍ଭୂମି ଯିବା, ବାଡ଼ିକି ବସିବା ଓ ଗଞ୍ଜାମରେ ବନ୍ଧକୁ ଯିବା ଆଦି ବ୍ଯବହୃତ ହୁଏ।]
  • ଦେ. କ୍ରି (ସଂ. ହଦ୍ଧାତୁ, ପ୍ରା—ହଗ୍ଧାତୁ= ବିଷ୍ଠା ତ୍ୟାଗ କରିବା) — (ଲକ୍ଷଣାର୍ଥ) ନିଜର ଶକ୍ତିର ବା ବଳର ଅସାଧ୍ୟ ଥିବାରୁ) କୌଣସି କାର୍ଯ୍ୟ କରିବାକୁ ଅସମର୍ଥ ହେବା — (figurative) Not to be able to do any work (for Want of Sufficient Strength)
  • ଦେ. କ୍ରି (ସଂ. ହଦ୍ଧାତୁ, ପ୍ରା—ହଗ୍ଧାତୁ= ବିଷ୍ଠା ତ୍ୟାଗ କରିବା) — (ଲକ୍ଷାଣାର୍ଥ) କୌଣସି କାର୍ଯ୍ୟକୁ (ଯଥା— ଲେଖା, କାରଗରୀ ଇତ୍ୟାଦି) ଅସୁନ୍ଦର କରି କରିବା — (figurative) To do any work clumsily
  • ଦେ. କ୍ରି (ସଂ. ହଦ୍ଧାତୁ, ପ୍ରା—ହଗ୍ଧାତୁ= ବିଷ୍ଠା ତ୍ୟାଗ କରିବା) — ହଗି ପକାଇବା (ଦେଖ) — Hagi pakāibā (See)
  • ଦେ. କ୍ରି (ସଂ. ହଦ୍ଧାତୁ, ପ୍ରା—ହଗ୍ଧାତୁ= ବିଷ୍ଠା ତ୍ୟାଗ କରିବା) — ଛେରିବା; ଅତ୍ୟଧିକ; ପାଣିଆ ମଳ ଉତ୍ସର୍ଗ କରିବା — To pass a large quantity of liquid excrement