ହଉ Hau
- ଦେ. ଅ (ସଂ. ଭବତୁ) — (ସମ୍ମତିସୂଚକ ଅବ୍ଯୟ) ହଁ! — Yes! Interjection denoting assent
- ଦେ. ଅ (ସଂ. ଭବତୁ) — ତାହାହେଉ; ତଥାସ୍ତୁ — Be it so
- ଦେ. ଅ (ସଂ. ଭବତୁ) — ଆପଣାର ଭାଗ୍ୟରେ ସନ୍ତୁଷ୍ଟ ରହିବା ମତର ଭାବଜ୍ଞାପକ ଅବ୍ଯୟ — Interjection denoting a state of contentment in one's lot
- ଗ୍ରା. କ୍ରି — (ହେବା ଧାତୁର ଅନୁଜ୍ଞା ତୃତୀୟ ପୁରୁଷ—ଅବଜ୍ଞାର୍ଥକ ଆକାର) ଏହା ହେଉ, ସେ ହେଉ — Be it he, or she