ହଅ Ha-a

  • ଗ୍ରା. କ୍ରି — ଅନାଦରାର୍ଥକ ହେବା କ୍ରିୟାର ଗ୍ରାମ୍ୟରୂପ 'ହବା' କ୍ରିୟାର ମଧ୍ୟମପୁରୁଷ ଅନୁଜ୍ଞା 'ତୁ' କର୍ତ୍ତା ସଙ୍ଗେ ଲାଗିବା ଆକାର; ହୋ — Imperative mood singular of the verb Hebā or Habā (to be) used in addressing a familiar person
  • ପ୍ରାଦେ (ପୁରୀ) ଅ — ହଁ — Yes