ହଂହୋ Haṁ ho

  • ସଂ. ଅ — (ଜଳ୍ପାର୍ଥକ, ଜୃମ୍ଭାର୍ଥକ, ଆହ୍ୱାନାର୍ଥକ, ପ୍ରଶ୍ନାର୍ଥକ) ସମ୍ବୋଧନରେ ବ୍ଯବହୃତ (ଶବ୍ଦରତ୍ନାବଳୀ); ହଇ ହେ! ହେ! ହୋ! ଆହେ! — (Interjection) Oh! (used in interrogation, addressing and assumption)