ହଂସି Haṁsi
- ପ୍ରାଦେ. (କଟକ ସହର ଇତର ବ୍ଯବହୃତ) ବି (ତୁଳ. ହି. ହଂସୀ) ସଂ ହସ୍ ଧାତୁ) — ହାସ୍ୟ; ହସ — Laughter
- ପ୍ରାଦେ. (କଟକ ସହର ଇତର ବ୍ଯବହୃତ) ବି (ତୁଳ. ହି. ହଂସୀ) ସଂ ହସ୍ ଧାତୁ) — ହସିବା — Laughing
- ଦେ. ବି — ଏକ ପ୍ରକାର ତନ୍ତି ଜାତି — a caste of weavers
- ଦେ. ବି — ହଂସ ବା ହଂସନାଥର ଆଦରାର୍ଥକ ଡାକନାମ — Nickname for calling Haṁsanātha in fondness