ହଁ ଯେ Hañ je

  • ଦେ. ଅ — ହଁ, କିନ୍ତୁ — Yes, but
  • ଦେ. ଅ — ହଁ, ମଧ୍ୟ — Yes also
  • ଦେ. ଅ — [ଉ—ପ୍ରଶ୍ନ—ଠାକୁର ଘରେ ତୁ ପଶିଥିଲୁ? ଉତ୍ତର—ହଁ ଯେ, ମୁଁ କଦଳୀ ଖାଇ ନାହିଁ। ପ୍ରଶ୍ନ—ତୁ ପୁରୀକୁ ଏକୁଟିଆ ଯିବୁ? ଉତ୍ତର—ହଁ ଯେ, ମୋ ଅଣ୍ଟାରେ ପଇସା ଥିଲେ ମତେ ସାଙ୍ଗ ମିଳିବେ।]
  • ଦେ. ଅ — [ଦ୍ର—ପ୍ରଶ୍ନର ଉତ୍ତରଦାତା ସମ୍ମତିସୂଚକ 'ହଁ ପ୍ରୟୋଗ କରି ସାରି ଆଉ କିଛି କଥା କହିବାର ଥିଲେ 'ହଁ' ସଙ୍ଗେ 'ଯେ' ଲଗାନ୍ତି।]