ହ! ଡି! Ha ! di !

  • ଦେ. ଅ (ସହଚର) — ଶଗଡ଼ର ବା ହଳର ବଳଦକୁ ଠିଆ କରାଯିବା ପାଇଁ ବ୍ଯବହୃତ ଡାକ (ହ!) ଓ ଚାଳିତ କରିବା ପାଇଁ ବ୍ଯବହୃତ ଡାକ (ଡି!) — Interjection!—Two words used respectively in stopping a draft-bullock in motion and making him move