ସ୍ୱାଦ Swāda

  • ସଂ. ବି—(ସ୍ୱଦ୍ ଧାତୁ+ଭାବ ଅ) — ଆସ୍ୱାଦନ; ଜିହ୍ୱାଦ୍ୱାରା ପଦାର୍ଥର ରସ ଗ୍ରହଣ; ଚାଖିବା — The tasting of a thing with the tongue
  • ସଂ. ବି—(ସ୍ୱଦ୍ ଧାତୁ+ଭାବ ଅ) — ପ୍ରୀତିକରଣ — Pleasing
  • ସଂ. ବି—(ସ୍ୱଦ୍ ଧାତୁ+ଭାବ ଅ) — କାବ୍ୟାଦିର ରସ — Sentiment in literature
  • ସଂ. ବି—(ସ୍ୱଦ୍ ଧାତୁ+ଭାବ ଅ) — ଆସ୍ୱାଦ; ଚାଖିବାଦ୍ୱାରା ପଦାର୍ଥ ଖଟା କି ମିଠା, ଜିହ୍ୱାଦ୍ୱାରା ଏହି ଅନୁଭୂତି — Flavour; the taste of a thing
  • ସଂ. ବି—(ସ୍ୱଦ୍ ଧାତୁ+ଭାବ ଅ) — (ଲକ୍ଷଣାର୍ଥ) ଇନ୍ଦ୍ରିୟାଦି ଦ୍ୱାରା ଲବ୍ଧ ଅନୁଭୂତି — Experience acquired through the senses
  • ଦେ. ବିଣ—(ସଂ. ସ୍ୱାଦୁ) ମିଠାଳିଆ; ମିଠା; ସୁସ୍ୱାଦୁଯୁକ୍ତ; ମଧୁର — Sweet to the taste