ସ୍ୱସା Swasā

  • ସଂ. ବି. ସ୍ତ୍ରୀ (ସ୍ୱ=ଉତ୍ତମ+ଅସ୍ ଧାତୁ=ହେବା+କର୍ତ୍ତୃ ଋ; ସ୍ୱସୃ ଶବ୍ଦ; 1 ମା, 1 ବ — ଭଗିନୀ; ଭଉଣୀ — Sister
  • ସଂ. ବି. ସ୍ତ୍ରୀ (ସ୍ୱ=ଉତ୍ତମ+ଅସ୍ ଧାତୁ=ହେବା+କର୍ତ୍ତୃ ଋ; ସ୍ୱସୃ ଶବ୍ଦ; 1 ମା, 1 ବ — ତେଜବତୀ (ହି. ଶ.) — The toothache tree