ସ୍ୱରା Swarā

  • ସଂ. ବି (ସ୍ୱର+ଆ) — ବ୍ରହ୍ମାଙ୍କ ଜ୍ଯେଷ୍ଠା ପତ୍ନୀ; ଗାୟତ୍ରୀଙ୍କ ସପତ୍ନୀ (ପଦ୍ମପୁରାଣ ଉତ୍ତର ଖଣ୍ଡ; କାର୍ତ୍ତିକ ମାହାତ୍ମ୍ୟ) — Name of the elder wife of Brahmā