ସ୍ୱରସ Swarasa
- ସଂ. ବି ( 6 ଷ୍ଠୀ ତତ୍; ସ୍ୱ=ନିଜର+ରସ=ଅଭିପ୍ରାୟ) — ନିଜର ଇଚ୍ଛା; ସ୍ୱେଚ୍ଛା — One's wish
- ସଂ. ବି ( 6 ଷ୍ଠୀ ତତ୍; ସ୍ୱ=ନିଜର+ରସ=ଅଭିପ୍ରାୟ) — 2 (ବୈଦ୍ଯକ) ଶିଳରେ ଛେଚା ହୋଇ ଚିପୁଡ଼ା ଯାଇଥିବା ରସ; (ବୃକ୍ଷ, ଲତା, ପତ୍ରାଦିର) ଷିଳାପିଷ୍ଟ ପୀଡ଼ିତ ରସ — 2(ବୈଦ୍ଯକ) ଶିଳରେ ଛେଚା ହୋଇ ଚିପୁଡ଼ା ଯାଇଥିବା ରସ; (ବୃକ୍ଷ, ଲତା, ପତ୍ରାଦିର) ଷିଳାପିଷ୍ଟ ପୀଡ଼ିତ ରସ—2. Juice pressed after bruising any leaf, plant, fruit etc
- ସଂ. ବି ( 6 ଷ୍ଠୀ ତତ୍; ସ୍ୱ=ନିଜର+ରସ=ଅଭିପ୍ରାୟ) — ଦ୍ରବ୍ଯଗୁଣ, କଳ୍ପଦ୍ରୁମ) — 3ସଦ୍ୟଃ ସଂଗୃହୀତ ଶତାବରୀ ଓ ଶ୍ୱେତପୁରୁଣୀ ପ୍ରଭୃତି କେତେକ ଉଦ୍ଭିଜ୍ଜର ମୂଳ ଏବଂ ଆବଶ୍ୟକ ଦ୍ରବ୍ୟର ପତ୍ର ପ୍ରଭୃତିକୁ କୁଟି ବାହାର କରାଯିବା ରସ —3. The juice which is pressed out from fresh leaves, roots etc of Aspargus Racemosus, white bogweed and some other medicinal herbs