ସ୍ୱପ୍ନ Swapna
- ସଂ. ବି (ସ୍ୱପ୍ ଧାତୁ+ଭାବ ନ) — ନିଦ୍ରା — Sleep
- ସଂ. ବି (ସ୍ୱପ୍ ଧାତୁ+ଭାବ ନ) — ନିଦ୍ରିତାବସ୍ଥାରେ ବିଷୟାନୁଭବ — Dream
- ସଂ. ବି (ସ୍ୱପ୍ ଧାତୁ+ଭାବ ନ) — [ଲକ୍ଷଣାର୍ଥ] ବୃଥା କଳ୍ପନା ବା ଆଶା — Day dream
- ସଂ. ବି (ସ୍ୱପ୍ ଧାତୁ+ଭାବ ନ) — [ଉ—ସଂସାରଟା ତୁଚ୍ଛା ସ୍ୱପ୍ନ।]
- ବିଣ. ଦେ. ବି — ନିଦ୍ରତାବସ୍ଥାରେ ମନୁଷ୍ୟଙ୍କୁ ଦେବତାଙ୍କ ଆଦେଶ ପ୍ରାପ୍ତି — Revelation of Divine will to a person in dream
- ବିଣ. ଦେ. ବି — ସ୍ୱପ୍ନଦୃଷ୍ଟ ବସ୍ତୁ ପରି ଅପ୍ରାପ୍ୟ; ଅଲଭ୍ୟ — Unavailable (like the things seen in a dream)
- ବିଣ. ଦେ. ବି — [ଉ—ଦେଖିବାକୁ ସ୍ୱପ୍ନ ଅଟଇ ମାଟି ବାଲି— କୃଷ୍ଣସିଂହ, ମହାଭାରତ, ବନ।]
- ବିଣ. ଦେ. ବି — ଅନୁପସ୍ଥିତ — Absent
- ବିଣ. ଦେ. ବି — (ଉ—ଏ ବନରେ ମନୁଷ୍ୟ ପଦୁଟି ସ୍ୱପନ କୃଷ୍ଣସିଂହ, ମହାଭାରତ, ବନ।)