ସ୍ୱଦିତ Swadita
- ସଂ. ବିଣ (ସୁ+ଅଦ୍ ଧାତୁ+କର୍ତ୍ତୃ. ତ) — ଉତ୍ତମରୂପେ ଭୋଜନ କରିଥିବା (ବ୍ଯକ୍ତି) (ମନୁ 3/251, 254 ) — ଉତ୍ତମରୂପେ ଭୋଜନ କରିଥିବା (ବ୍ଯକ୍ତି) (ମନୁ3/251, 254)—Well-fed
- ସଂ. ବିଣ (ସୁ+ଅଦ୍ ଧାତୁ+କର୍ତ୍ତୃ. ତ) — [ଦ୍ର—ପିତୃଶ୍ରାଦ୍ଧରେ ଭୋଜନ କରିଥିବା ବ୍ରାହ୍ମଣ— ମାନଙ୍କୁ ଶ୍ରାଦ୍ଧକାରୀ ବ୍ଯକ୍ତି ପଚାରିବେ—'ସ୍ୱଦିତ'? ଅର୍ଥାତ୍ ଆପଣମାନଙ୍କର ସ୍ୱଭୋଜନ ହୋଇଅଛି କି?]