ସ୍ୱତଃ Swataḥ
- ସଂ. ଅ (ସ୍ୱ+ତସ୍) — ଆପେ ଆପେ; ନିଜେ, ସ୍ୱୟଂ — Of itself; of one's own self
- ସଂ. ଅ (ସ୍ୱ+ତସ୍) — ସ୍ୱେଚ୍ଛାକ୍ରମେ — Out of one's own accord or free will
- ସଂ. ଅ (ସ୍ୱ+ତସ୍) — ନିଜର ଇଚ୍ଛା ଅନୁସାରେ — Voluntarily
- ସଂ. ଅ (ସ୍ୱ+ତସ୍) — ସ୍ୱାଧୀନ ଭାବରେ — Independently
- ସଂ. ଅ (ସ୍ୱ+ତସ୍) — ନିଜଠାରୁ — From one's self
- ସଂ. ଅ (ସ୍ୱ+ତସ୍) — ଛାଏଁ ଛାଏଁ; ଅନ୍ୟର ଯତ୍ନ ବିନା — Spontaneously
- ସଂ. ଅ (ସ୍ୱ+ତସ୍) — ଅନ୍ୟର ବିନା ମନ୍ତ୍ରଣାରେ — Without any suggestion or prompting from any other person