ସ୍ୟୂତ Syūta
- ସଂ. ବିଣ—(ସିବ୍ ଧାତୁ= ସିଇଁବା+କର୍ମ ତ) — ପ୍ରୋତ; ଉତ; ସୂତ୍ରିତ; ସୂତା ଦ୍ୱାରା ବୁଣା ହୋଇଥିବା — Woven
- ସଂ. ବିଣ—(ସିବ୍ ଧାତୁ= ସିଇଁବା+କର୍ମ ତ) — ସିଲାଇ କରାଯାଇଥିବା — Sewn
- ସଂ. ବିଣ—(ସିବ୍ ଧାତୁ= ସିଇଁବା+କର୍ମ ତ) — ରଫୁ କରାଯାଇଥିବା — Darned
- ବି — ସୂତ୍ର ନିର୍ମିତ ଭାଣ୍ଡ; ବସ୍ତ୍ର ନିର୍ମିତ ମୁଣି; ଧୋକଡ଼ୀ; ଧୌତକଟ; କନାର ଥଳି — A bag made of cloth or thread