ସ୍ଲିପର୍ Slipar

  • ବୈଦେ. ବି (ଇଂ.) — ରେଲ ଲାଇନ ତଳେ ଆଡ଼ ବାଗେ ପକାଯିବା ପତଳା କାଠର କଡ଼ି — Railway Sleeper (under Railway lines)
  • ବୈଦେ. ବି (ଇଂ.) — ଚଟୀ ଜୋତା — Slippers (shoes)