ସ୍ରବଣ Srabaṇa

  • ସଂ. ବି (ସ୍ରୁ ଧାତୁ+କର୍ତ୍ତୃ ଅନ) — ପ୍ରସ୍ରାବ; ମୂତ୍ର— [ରାଜନିର୍ଘଣ୍ଟ] — Urine
  • ସଂ. ବି (ସ୍ରୁ ଧାତୁ+କର୍ତ୍ତୃ ଅନ) — ଘର୍ମ — Perspiration
  • ସଂ. ବି (ସ୍ରୁ ଧାତୁ+କର୍ତ୍ତୃ ଅନ) — (+ଭାବ ଅନ) ଝରିବା; କ୍ଷରଣ — Oozing; flowing down; percolating
  • ସଂ. ବି (ସ୍ରୁ ଧାତୁ+କର୍ତ୍ତୃ ଅନ) — (+ କର୍ତ୍ତୃ ଅନ) ଉତ୍ସ; ପ୍ରସ୍ରବଣ — Spring; fountain
  • ସଂ. ବି (ସ୍ରୁ ଧାତୁ+କର୍ତ୍ତୃ ଅନ) — ଗର୍ଭସ୍ରାବ (ହି. ଶ.) — 6. Miscarriage