ସ୍ରକ୍ Srak
- ସଂ. ବି (ସୃଜ୍ ଧାତୁ+କର୍ମ କ୍ୱିପ୍, ସ୍ରଜ୍ଶବ୍ଦ 1 ମା 1 ବ) ମାଳ; ମାଳା; ହାର — Garland
- ସଂ. ବି (ସୃଜ୍ ଧାତୁ+କର୍ମ କ୍ୱିପ୍, ସ୍ରଜ୍ଶବ୍ଦ 1 ମା 1 ବ) ମୁଣ୍ଡରେ ପିନ୍ଧାଯିବା ପୁଷ୍ପଦାମ — A garland worn round the head
- ସଂ. ବି (ସୃଜ୍ ଧାତୁ+କର୍ମ କ୍ୱିପ୍, ସ୍ରଜ୍ଶବ୍ଦ 1 ମା 1 ବ) ଫୁଲର ମାଳ ବା ହାର — A garland of flowers
- ସଂ. ବି (ସୃଜ୍ ଧାତୁ+କର୍ମ କ୍ୱିପ୍, ସ୍ରଜ୍ଶବ୍ଦ 1 ମା 1 ବ) ବର୍ଣ୍ଣବୃତ୍ତ ବିଶେଷ — Name of a Sanscrit metre
- ସଂ. ବି (ସୃଜ୍ ଧାତୁ+କର୍ମ କ୍ୱିପ୍, ସ୍ରଜ୍ଶବ୍ଦ 1 ମା 1 ବ) [ଦ୍ର—ଏଥିରେ ପ୍ରତ୍ୟେକ ଚରଣରେ 4 ନଗଣ 1 ସଗଣ ଥାଏ ଓ 6 ଷ୍ଠ ଓ ନବମ ଅକ୍ଷରରେ ଯତିପଡ଼େ (ହି. ଶ.)] — [ଦ୍ର—ଏଥିରେ ପ୍ରତ୍ୟେକ ଚରଣରେ4ନଗଣ1ସଗଣ ଥାଏ ଓ6ଷ୍ଠ ଓ ନବମ ଅକ୍ଷରରେ ଯତିପଡ଼େ (ହି. ଶ.)]
- ସଂ. ବି (ସୃଜ୍ ଧାତୁ+କର୍ମ କ୍ୱିପ୍, ସ୍ରଜ୍ଶବ୍ଦ 1 ମା 1 ବ) ବୃକ୍ଷ ବିଶେଷ (ହି. ଶ.) — A kind of tree
- ସଂ. ବି (ସୃଜ୍ ଧାତୁ+କର୍ମ କ୍ୱିପ୍, ସ୍ରଜ୍ଶବ୍ଦ 1 ମା 1 ବ) ଜ୍ୟୋତିଷୋକ୍ତ ଯୋଗ ବିଶେଷ (ହି. ଶ.) — A kind of astrological conjunction