ସ୍ଫାନ Sphāna

  • ସଂ. ବି (ସ୍ପଲ୍ ଧାତୁ=ସ୍ଫୁର୍ତ୍ତିପାଇବା+ଭାବ ଅ) ସ୍ଫୁର୍ତ୍ତି; ସ୍ଫୁରଣ — Flashing
  • ସଂ. ବି (ସ୍ପଲ୍ ଧାତୁ=ସ୍ଫୁର୍ତ୍ତିପାଇବା+ଭାବ ଅ) ଅସ୍ଫାଳନ — Boasting