ସ୍ଫଟିକ Sphaṭika
- ସଂ. ବି (ସ୍ଫୁଟ୍ ଧାତୁ=ଭେଦ କରିବା+କର୍ତ୍ତୃ ଇକ; ବା ସ୍ଫଟି+ସମାନାର୍ଥେ କ) — ଶୁଭ୍ର ସ୍ୱଚ୍ଛ ପ୍ରସ୍ତର ବିଶେଷ — Crystal; quartz
- ସଂ. ବି (ସ୍ଫୁଟ୍ ଧାତୁ=ଭେଦ କରିବା+କର୍ତ୍ତୃ ଇକ; ବା ସ୍ଫଟି+ସମାନାର୍ଥେ କ) — ସୂର୍ଯ୍ୟକାନ୍ତ ମଣି — The sun- stone
- ସଂ. ବି (ସ୍ଫୁଟ୍ ଧାତୁ=ଭେଦ କରିବା+କର୍ତ୍ତୃ ଇକ; ବା ସ୍ଫଟି+ସମାନାର୍ଥେ କ) — କାଚ (ହି. ଶ.) — Glass
- ସଂ. ବି (ସ୍ଫୁଟ୍ ଧାତୁ=ଭେଦ କରିବା+କର୍ତ୍ତୃ ଇକ; ବା ସ୍ଫଟି+ସମାନାର୍ଥେ କ) — ଫିଟିକିରି (ହି. ଶ.) — Alum
- ସଂ. ବି (ସ୍ଫୁଟ୍ ଧାତୁ=ଭେଦ କରିବା+କର୍ତ୍ତୃ ଇକ; ବା ସ୍ଫଟି+ସମାନାର୍ଥେ କ) — କର୍ପୂର (ହି. ଶ.) — Camphor
- ଦେ. ବିଣ. — ସ୍ଫଟିକ ପରି ସ୍ୱଚ୍ଛ — Transparent as crystal
- ଦେ. ବିଣ. — [ଉ—'ସ୍ଫଟିକ ଜଳ ଦେ' 'ସ୍ଫଟିକ ଜଳ ଦେ' ରାବଇ, ସତୃଷ୍ଣ ଚକ୍ଷେ— ନନ୍ଦକିଶୋର. ଶର୍ମିଷ୍ଠା।]