ସ୍ପରଶ Sparaṡa

  • ଗ୍ରା. ବି (ପଦ୍ଯ) (ସଂ. ସ୍ପର୍ଶ) — ସ୍ପର୍ଶ; ଛୁଇଁବା — Touch
  • ଗ୍ରା. ବି (ପଦ୍ଯ) (ସଂ. ସ୍ପର୍ଶ) — [ଉ— ଶ୍ରବଣ ସୀମା ସ୍ପରଶେ। କବିସୂର୍ଯ୍ୟ, କିଶୋରୀଚମ୍ପୂ।]