ସ୍ନୁତ Snuta

  • ସଂ. ବିଣ (ସ୍ନୁ ଧାତୁ+କର୍ତ୍ତୃ. ତ) — ଗଳିତ; କ୍ଷରିତ (ଜଳାଦି) — Oozing
  • ସଂ. ବିଣ (ସ୍ନୁ ଧାତୁ+କର୍ତ୍ତୃ. ତ) — ପତିତ — Fallen