ସ୍ଥିର Sthira

  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — ସ୍ଥାବର; ଅଚଳ; ନିଖିଳ (ଧରଣୀ) — Immovable; fixed; firm
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — [ଉ—ସ୍ଥିର ଜଙ୍ଗମ ମଧ୍ୟେ ହରି, ଅନନ୍ତ ଘଟେ ଛନ୍ତି ପୂରି; ଜଗନ୍ନାଥ, ଭାଗବତ]
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — ସ୍ଥାୟୀ — Permanent
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — ନିରତ — Constant
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — ନିଶ୍ଚିତ — Certain; sure
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — ଗତିଶୂନ୍ଯ — Calm; quiet
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — କଠିନ; ଦୃଢ଼ (ଧରଣୀ) — Hard
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — ଅପରିବର୍ତ୍ତନୀୟ — Unchangeable
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — ସ୍ଥିରୀକୃତ; ମୀମାଂସିତ. ନିର୍ଦ୍ଧାରିତ — Ascertained; settle; fixed;
  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇର) — ବିଶ୍ୱସନୀୟ (ହି. ଶ) — Trustworthy
  • ସଂ. ବି — ଦେବତା (ଶବ୍ଦରତ୍ନାବଳୀ) — Deity
  • ସଂ. ବି — ପର୍ବତ (ଶବ୍ଦରତ୍ନାବଳୀ) — Mountain