ସ୍ଥିକ Sthika

  • ସଂ ବି (ସ୍ଥା. ଧାତୁ+କରଣ. ଇକ) — କୋଟିପ୍ରୋଥ; ପିଚା — Buttock
  • ସଂ ବି (ସ୍ଥା. ଧାତୁ+କରଣ. ଇକ) — [ଦ୍ର—ଏଥିର ପର୍ଯ୍ଯାୟ—କଟିପ୍ରୋଥ, କଟିପ୍ରୌଥ; ପୁଳ, ସ୍ମ୍ଫିକ୍, ନିତମ୍ବ।]