ସ୍ଥଳୀ Sthaḻī
- ସଂ. ବି. ସ୍ତ୍ରୀ (ସ୍ତଳ+ସ୍ତ୍ରୀ. ଈ) — ସ୍ଥଳ (ଦେଖ) — Sthaḻa (See)
- ସଂ. ବି. ସ୍ତ୍ରୀ (ସ୍ତଳ+ସ୍ତ୍ରୀ. ଈ) — [ଉ—ଏତେ ସ୍ଥଳୀ ଥାଉଁ ରାଜପୁରେ ପୁଣି ଆସ କେଉଁ ଆଶା ବହି?—ରାଧାନାଥ, ପାର୍ବତୀ ।]
- ସଂ. ବି. ସ୍ତ୍ରୀ (ସ୍ତଳ+ସ୍ତ୍ରୀ. ଈ) — ଜଳଶୂନ୍ଯ ଅକୃତ୍ରିମ ଭୂମି — A natural spot of dry ground
- ସଂ. ବି. ସ୍ତ୍ରୀ (ସ୍ତଳ+ସ୍ତ୍ରୀ. ଈ) — ମୁଣି — Bag
- ସଂ. ବି. ସ୍ତ୍ରୀ (ସ୍ତଳ+ସ୍ତ୍ରୀ. ଈ) — ଦୃଢ଼ ଭୂମି — Firm land (Apte)
- ସଂ. ବି. ସ୍ତ୍ରୀ (ସ୍ତଳ+ସ୍ତ୍ରୀ. ଈ) — ସ୍ଥଳ ଦେବତା — A Deity of the soil (Apte)
- ସଂ. ବି. ସ୍ତ୍ରୀ (ସ୍ତଳ+ସ୍ତ୍ରୀ. ଈ) — ସ୍ତଳାଧିପତି ଦେବତା — Tutelary Deity (Apte)