ସ୍ଥବି Sthabi

  • ସଂ. ବିଣ (ସ୍ଥା ଧାତୁ+କର୍ତ୍ତୃ. ଇ) — ଜଙ୍ଗମ (ଊଣାଦିବୃତ୍ତି) — Moving
  • ବି — ତନ୍ତୁବାୟ — Weaver
  • ବି — ସ୍ୱର୍ଗ — Heaven
  • ବି — ଜଙ୍ଗମ; ପଦାର୍ଥ — Moveable thing
  • ବି — ଥଳି (ହି. ଶ) — Bag
  • ବି — ଅଗ୍ନି (ହି. ଶ) — Fire
  • ବି — ଫଳ (ହି. ଶ) — Fruit