ସ୍ଥଗନ Sthagana

  • ସଂ. ବି (ସ୍ଥଗ୍ ଧାତୁ+ଭାବ. ଅନ) — ଗୋପନ — Concealment
  • ସଂ. ବି (ସ୍ଥଗ୍ ଧାତୁ+ଭାବ. ଅନ) — ଲୁଚାଇବା — Hiding
  • ସଂ. ବି (ସ୍ଥଗ୍ ଧାତୁ+ଭାବ. ଅନ) — ଆଚ୍ଛାଦନ — Covering